ଆଞ୍ଚଲିକ

ସାମୟିକ ଭାବେ ବନ୍ଦ ରହିବ ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର,୧୭/୯: ବିମାନବନ୍ଦରର ଉନ୍ନତିକରଣକୁ ନେଇ ସାମୟିକ ଭାବେ ବନ୍ଦ ରହିବ ଭୁବନେଶ୍ୱର ବିମାନବନ୍ଦର। ଏନେଇ ପର୍ଯ୍ୟାୟକ୍ରମେ ରାତି ଓ ଦିନରେ ବିମାନ ଚଳାଚଳ ବନ୍ଦ ରହିବ। ରନୱେ ରିକାର୍ପେଟିଂ ପାଇଁ ବିମାନ ଚଳାଚଳରେ ବନ୍ଦ ରହିବ। ନଭେମ୍ବର ୧ରୁ ମାର୍ଚ୍ଚ ୩୧ ଯାଏଁ ରାତି ୧୦ଟାରୁ ସାଢ଼େ ୫ଟା ଯାଏଁ ଭୁବନେଶ୍ୱର ବିମାନବନ୍ଦର ବନ୍ଦ ରହିବ। ୧ ଏପ୍ରିଲ ୨୦୨୦ରୁ ୩୦ଜୁନ ଯାଏଁ ସେବା ବନ୍ଦ ରହିବ। ଦିନ ୧୦ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିବ ବିମାନ ଚଳାଚଳ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close