ଦେଶ ବିଦେଶମନୋରଞ୍ଜନ

ରେକର୍ଡ ଭାଙ୍ଗିଲା ‘ଭାରତ’

ମୁମ୍ବାଇ: ଇଦ୍‌ ଅବସରରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଭାରତ’ ରେକର୍ଡ ଭାଙ୍ଗିଛି। ପ୍ରଥମ ଦିନରୁ ହିଁ ଫିଲ୍ମଟି ଦର୍ଶକଙ୍କ ମନ ଜିଣିବା ଆରମ୍ଭ କରିଥିଲା ଏବଂ ଏହା ଅନେକ ଫିଲ୍ମର ରେକର୍ଡ ବ୍ରେକ୍‌ କରିଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ତେବେ ସବୁଠୁ ବଡ଼ କଥା ହେଉଛି ସଲମାନ ନିଜ ଫିଲ୍ମର ରେକର୍ଡ ଏହି ଫିଲ୍ମ ଦ୍ୱାରା ଭାଙ୍ଗିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close