ଜୀବନଚର୍ଯ୍ୟା

ପ୍ରତିଦିନ ପିଅନ୍ତୁ ଲେମ୍ବୁପାଣି: ମିଳିବ ଏହିସବୁ ଫାଇଦା…

ସୁସ୍ଥ ତ୍ୱଚା ପାଇଁ ଲାଭଦାୟକ ହୋଇ ଥାଏ ଲେମ୍ବୁପାଣି। ଏହା ଶରୀରର ଡିଟକ୍ସିଫାଇ କରିବା ସହ ତ୍ୱଚାକୁ ହାଇଡ୍ରେଡ ରଖିଥାଏ। ଏଥିରେ ଭିଟାମିନ ସି ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ମଧ୍ୟ ହୋଇଥାଏ। ଏଥିସହ ଲେମ୍ବୁପାଣିରେ ଥିୟାମିନ, ରିବୋଫ୍ଲେବିନ, ନିୟାସିସ, ଭିଟାମିନ ବି-୬, ଫୋଲେଟ ଏବଂ ଭିଟାମିନ ଇ ଭଳି ଭିଟାମିନ ରହିଥାଏ। ଯାହା ମୁହଁର ଚମକ ଆଣିବା ପାଇଁ ବେଶ ଉପଯୋଗୀ ହୋଇଥାଏ। ସେହିପରି କିଡନୀ ସମସ୍ୟାକୁ ଏହା ଦୂର କରିଥାଏ। ଏହାକୁ ପିଇବା ଦ୍ୱାରା ଲିଭର ସମସ୍ୟାର ସମାଧାନ ହୋଇଥାଏ।

ଯଦି ଆପଣ ମଧୁମେହରେ ପୀଡିତ ହୋଇଥାନ୍ତି ତାହେଲେ ବାହାରେ କିଣା ଜୁସ୍ ପ୍ୟାକେଟ ପିଇବା ଅପେକ୍ଷା ଲେମ୍ବୁ ପାଣି ପିଇଲେ ଅଧିକ ଫାଇଦା ପାଇପାରିବେ। ଏହାକୁ ନିୟମିତ ପିଇଲେ ଓଜନ ହ୍ରାସ ମଧ୍ୟ ହୋଇଥାଏ। ଏଥିସହ ଶରୀରେ ଦେଖାଯାଉଥିବା ବୟସ ବୃଦ୍ଧିର ପ୍ରଭାବକୁ ଏହା ନିୟନ୍ତ୍ରଣ କରିଥାଏ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close