ବାସ୍ତୁ

ପୂଜାପାଠରେ ସାମିଲ କରନ୍ତୁ ଲବଙ୍ଗ…

ଦୂର ହେବ ଏହିସବୁ ସମସ୍ୟା....

ଘରେ ପୂଜାପାଠ ସହ ଅନ୍ୟାନ୍ୟ କାମରେ ଲବଙ୍ଗ ବ୍ୟବହାର ହୋଇଥାଏ। ଏହା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂରେଇ ଦେବାରେ ସାହାଯ୍ୟ କରିଥାଏ ବୋଲି ବିଶ୍ୱାସ ମଧ୍ୟ ରହିଛି। ଖାଲି ସେତିକି ନୁହେଁ, ଏଥରୁ ମଧ୍ୟ ଆମେ ଅନେକ ପ୍ରକାର ଲାଭ ପାଇଥାଉ। ଏହା ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଏଥିରେ ଚମତ୍କାରୀ ଫାଇଦା ମଧ୍ୟ ରହିଛି। ଯାହା ଆପଣ ଜାଣିନାହାନ୍ତି….

-ଯେଉଁ ଲୋକଙ୍କର ରାହୁ-କେତୁ ଦଶା ପଡ଼ିଛି, ସେମାନେ ଶନିବାର ଦିନ ଲବଙ୍ଗ ଦାନ କରନ୍ତୁ କିମ୍ବା ଶିବଲିଙ୍ଗ ଉପରେ ଲବଙ୍ଗ ଅର୍ପଣ କରନ୍ତୁ। ଏପରି ଲଗାତାର କଲେ ରାହୁ-କେତୁଙ୍କ ପ୍ରଭାବ ଦୂର ହୋଇଥାଏ।
-ଶନିବାର ସନ୍ଧ୍ୟାରେ ଘରର ମୁଖ୍ୟଦ୍ୱାର ପାଖରେ ଲବଙ୍ଗ ସହିତ କର୍ପୂର ମିଶାଇ ଜଳାନ୍ତୁ। ଫଳରେ ଘରେ କେବେ ବି ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ।
-ଯଦି ଆପଣଙ୍କଠାରୁ କେହି ଉଧାର ନେଇଛନ୍ତି ଏବଂ ତାହାକୁ ଫେରାଇବାରେ ହଇରାଣ କରୁଛନ୍ତି, ତେବେ ଆପଣ ପୂର୍ଣ୍ଣିମା କିମ୍ବା ଅମାବାସ୍ୟା ଦିନ ୧୧ କିମ୍ବା ୨୧ଟି ଲବଙ୍ଗକୁ କର୍ପୂର ସହିତ ମିଶାଇ ଜଳାନ୍ତୁ। ଏହା କଲେ ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ।
-ଇଣ୍ଟରଭ୍ୟୁ ସମୟରେ ଆପଣ ନିଜ ପାଟିରେ ଦୁଇଟି ଲବଙ୍ଗ ପକାଇ ଯାଆନ୍ତୁ ଏବଂ ସେଠାରେ ପହଞ୍ଚିଲେ, ତାହାକୁ ବାହାର କରି ଫିଙ୍ଗି ଦିଅନ୍ତୁ। ଦେଖିବେ ଆପଣ ନିଶ୍ଚୟ ସଫଳ ହେବେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close