ଜୀବନଚର୍ଯ୍ୟା

ଜାଣନ୍ତୁ ତୁଳସୀ ଚା’ର ଉପକାରିତା

ହିନ୍ଦୁ ଧର୍ମରେ ପୂଜା ପାଉଥିବା ତୁଳସୀ ଚେର-ମୂଳି ଔଷଧ ରୂପେ ଜଣାଶୁଣା। ଅଧିକାଂଶ ଲୋକମାନେ ଥଣ୍ଡା ସମୟରେ ତୁଳସୀକୁ ଔଷଧ ରୂପେ ବ୍ୟବହାର କରିଥାନ୍ତି। ତେବେ ତୁଳସୀ ଚା’ ର ଅନେକ ଫାଇଦା ଅଛି ଆସନ୍ତୁ ଜାଣିବା

– ଏହା କାଶରୁ ମୁକ୍ତି ଦେଇଥାଏ।
-ନିୟମିତ ତୁଳସୀ ଚା’ ପିଇବା ଦ୍ୱାରା ସୁଗାରେ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ।
-ଡାଇବେଟିଜ୍‌ ଲୋକମାନଙ୍କ ପାଇଁ ଏହି ଚା’ ଅତ୍ୟନ୍ତ ଲାଭକାରୀ।
-ପ୍ରତ୍ୟେକ ଦିନ ଏହି ଚା’ ପିଇବା ଦ୍ୱାରା ଇମ୍ୟୁନ ସିଷ୍ଟମ ମଜବୁତ୍‌ ହୋଇଥାଏ, ଯାହା ପଳରେ ଆପଣମାନେ ସଂକ୍ରମଣ ରୋଗରୁ ରକ୍ଷା ପାଇପାରିବେ।
-ଏହି ଚା’ ମାଉଥ୍‌ ଫ୍ରେସନର ଭଳି ମଧ୍ୟ କାମ କରିଥାଏ।
-ପ୍ରତ୍ୟେକ ଦିନ ଏହି ଚା’ ପିଇବା ଦ୍ୱାରା ପାଚନ କ୍ରିୟା ଠିକ୍‌ ହୋଇଥାଏ। ଯାହାଦ୍ୱାରା କବଜ, ଏସିଡିଟି ଭଳ ପେଟ ସମସ୍ୟାରୁ ରକ୍ଷା ମିଳିଥାଏ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close