ଆଞ୍ଚଲିକ

ପୁଣି ନନ୍ଦନକାନନରେ ଏକ ଆନାକୋଣ୍ଡା ମୃତ

ଭୁବନେଶ୍ୱର,୩୦/୧୧: ନନ୍ଦନକାନନରେ ପୁଣି ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କାରଣ ଏଯାଏଁ ଜଣାପଡିନାହିଁ। ସେହିପରି ଗତ ୩ଦିନ ମଧ୍ୟରେ ୨ଟି ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଏଥିସହ ଏବେ ବି ଆଉ ୪ଟି ଅସୁସ୍ଥ ଆନାକୋଣ୍ଡା ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ନନ୍ଦନକାନନରେ ମୋଟ୍ ୬ଟି ଆନାକୋଣ୍ଡା ଅଛନ୍ତି। ୮ଟି ଆନାକୋଣ୍ଡା ଅକ୍ଟୋବର ୨୨ରେ ଚେନ୍ନାଇରୁ ନନ୍ଦନକାନନକୁ ୮ଟି ଅଣାଯାଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close
Close