ଦେଶ ବିଦେଶରାଜନିତୀ

କର୍ଣ୍ଣାଟକର ଆଉ ୮ ବିଧାୟକ ଅଯୋଗ୍ୟ ଘୋଷିତ

ନୂଆଦିଲ୍ଲୀ,୨୮/୭: ପୁଣି କର୍ଣ୍ଣାଟକର ଆଉ ୮ ବିଧାୟକ ରବିବାର ଅଯୋଗ୍ୟ ଭାବେ ଘୋଷିତ ହୋଇଛନ୍ତି। ତେବେ ସମୁଦାୟ ୧୪ ଜଣ ବିଧାୟକଙ୍କୁ ଅଯୋଗ୍ୟ ଭାବେ ବାଚସ୍ପତି କେ.ଆର.ରମେଶ ଘୋଷଣା କରିଛନ୍ତି। ତେବେ ବିଧାନସଭାରେ ନୂଆ ସରକାରର ଶକ୍ତି ପରୀକ୍ଷା ଆଗରୁ ବାଚସ୍ପତି ଏପରି ପଦକ୍ଷେପ ଗ୍ରହଣ କରିଥିବାବେଳେ କଂଗ୍ରେସର ୧୧ ଓ ଜେଡିଏସର ୩ ବିଧାୟକ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ସେହିପରି ଅଯୋଗ୍ୟ ଘୋଷିତ ହୋଇଥିବା ବିଦ୍ରୋହୀ ବିଧାୟକଙ୍କ ଯୋଗୁଁ କର୍ଣ୍ଣାଟକରେ ମେଣ୍ଟ ସରକାର ଭାଙ୍ଗିଥିଲା। ତେବେ ଏନେଇ ନିଜର ଗାଦି ଛାଡିଥିଲେ ଏଚଡି କୁମାରସ୍ୱାମୀ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close