ଖେଳଦେଶ ବିଦେଶ

ଏଥର ୧୧ଜଣ କ୍ରୀଡ଼ାବିତ ପାଇବେ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ,୧୨/୯: ଚଳିତ ବର୍ଷ ୧୧ଜଣ କ୍ରୀଡ଼ାବିତଙ୍କ ନାଁ ପଦ୍ମ ପୁରସ୍କାର ପାଇଁ ସୁପାରିସ୍ କରି କ୍ରୀଡ଼ା ମନ୍ତ୍ରଣାଳୟ। ଭାରତର ଚତୁର୍ଥ ଶ୍ରେଷ୍ଠ ନାଗରିକ ସମ୍ମାନ ପଦ୍ମଶ୍ରୀ ପାଇଁ ଆର୍ଚର୍ ତରୁଣଦୀପ ରାୟ ଏବଂ ହକି ଅଲିମ୍ପିଆନ୍ ଏମପି ଗଣେଶଙ୍କ ସମେତ ସାତଜଣ ମହିଳା ଖେଳାଳିଙ୍କ ନାଁ ସୁପାରିସ୍ ହୋଇଛି। ସେହିପରି ମହିଳା ରେସଲର୍ ଭିନେଶ ଫୋଗତ୍, ଟେବୁଲ୍ ଟେନିସ୍ ଖେଳାଳି ମନିକା ବାତ୍ରା, ମହିଳା କ୍ରିକେଟର୍ ହରମନପ୍ରୀତ କୌର୍, ଜାତୀୟ ମହିଳା ହକି ଟିମ୍ କ୍ୟାପଟେନ୍ ରାନୀ ରାମପଲ୍, ପୂର୍ବତନ ଶୁଟର୍ ସୁମା ଶିରୁର୍, ପର୍ବତାରୋହୀ ଯାଆଁଳ ଭଉଣୀ ତାଶି ଓ ନୁଙ୍ଗଶି ମଲିକଙ୍କ ନାଁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପାଇଁ ସୁପାରିସ୍ ହୋଇଛି। ଏଥିସହ ତରୁଣଦୀପ ଓ ଗଣେଶଙ୍କ ନାଁ ତାଲିକାରେ ପରେ ସାମିଲ୍ କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close