ଆଞ୍ଚଲିକ

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩୦/୮: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ ପ୍ରଦୀପ ଜେନା। ଏସଆରସି ଓ ଓଏସଡ଼ିମିଏର ଏମଡ଼ି ଦାୟିତ୍ୱ ପ୍ରଦୀପଙ୍କୁ ଦିଆଯାଇଛି। ସେହିପରି ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ, ବିଷ୍ଣୁପଦ ସେଠୀଙ୍କୁ ଶକ୍ତି ସଚିବ, ଅରବିନ୍ଦ ଅଗ୍ରୱାଲଙ୍କୁ ଜିଏ ଓ ପିଜି ଅତିରିକ୍ତ ଦାୟିତ୍ୱ, ଚିତ୍ରା ଅରୁମୁଗମଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ, ସୌରଭ ଗର୍ଗଙ୍କୁ ଗ୍ରୀଡ଼କୋ ଓ ଓପିଟିସିଏଲର ସିଏମଡ଼ି ଦାୟିତ୍ୱ, ବିଶାଲ ଗଗନଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ଏବଂ ହେମନ୍ତ ଶର୍ମାଙ୍କୁ ଶିଳ୍ପ ଓ ଏମଏସଏମଇ ସହ ଆଇପିଆଇସିଓଏଲର ସିଏମଡ଼ି ଦାୟିତ୍ୱ ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close